Surprise Me!

ଦିଦିଙ୍କୁ ମୋଦୀ ସାହା | THE Quiver

2022-08-05 1 Dailymotion

#ଦିଦିଙ୍କୁ_ମୋଦୀ_ସାହା
#ମୋଦୀଙ୍କୁ_ଭେଟିବେ_ମମତା
ଦବିଗଲେ କି ମମତା? ଭାରି ପଡ଼ିଲା କି ଇଡି ଆକ୍ସନ? ପଶ୍ଚିମବଙ୍ଗରେ ଇଡିର ଚଢାଉ ଜାରି ରହିଥିବା ବେଳେ ଦିଦିଙ୍କ ଦିଲ୍ଲୀ ଗସ୍ତକୁ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଛି । ଏହାକୁ ନେଇ ବିରୋଧୀ ଶିବିରରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିବା ମମତା ବାନାର୍ଜୀ ଆଜି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ । କଂଗ୍ରେସ ଓ ବାମ ଦଳ ଏହାକୁ ନେଇ ମୋଦୀ ଓ ଦିଦିଙ୍କ ମଧ୍ୟରେ ‘ମ୍ୟାଚ୍ ଫିକ୍ସିଂ’ ହୋଇଥିବା ଅଭିଯୋଗ କରିଛନ୍ତି । ଦେଖନ୍ତୁ ଏହି ରିପୋର୍ଟ...
#thequiver #updatenews Narendra Modi Mamata banarji #westbengal #newdelhi #PoliticalNews #edraidinwestbengal
Get Touch With Us!

Subscribe "TheQuiverNews" in YouTube! https://bit.ly/3t9rR5R
Like us in Facebook: https://www.facebook.com/thequivernews
Follow us in Instagram: https://www.instagram.com/thequivernews/
Follow us in Twitter: https://twitter.com/thequivernews
Visit our website: https://thequiver.in/

Buy Now on CodeCanyon